ଆପାର୍ଟମେଣ୍ଟ୍‌‌‌ରେ ଲୁଚିଛନ୍ତି ସନ୍ଦିଗ୍ଧ:ପଞ୍ଜୀକୃତ କରିନାହାନ୍ତି କି ସଙ୍ଗରୋଧରେ ରହୁନାହାନ୍ତି

ଚନ୍ଦ୍ରଶେଖରପୁର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ରାଜଧାନୀ‌‌ରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏବେ ବି ଅନେକ ସଂଦିଗ୍ଧ ଆତ୍ମଗୋପନ କରି ରହିଥିବା ସୂଚନା ମିଳିଛି। ଏମାନେ ସଂକ୍ରମିତ ଦେଶ କିମ୍ବା ବାହାର ରାଜ୍ୟରୁ ଫେରିଥିଲେ ହେଁ ନିଜକୁ ପଞ୍ଜୀକୃତ କରାଇନାହାନ୍ତି କିମ୍ବା ଗୃହ ସଙ୍ଗରୋଧରେ ମଧ୍ୟ ରହୁନାହାନ୍ତି। ତେଣୁ ଆଗାମୀ ଦିନରେ ଏମାନେ ଯେ ଏକ ବିପଦକୁ ଡାକି ନ … Continue reading ଆପାର୍ଟମେଣ୍ଟ୍‌‌‌ରେ ଲୁଚିଛନ୍ତି ସନ୍ଦିଗ୍ଧ:ପଞ୍ଜୀକୃତ କରିନାହାନ୍ତି କି ସଙ୍ଗରୋଧରେ ରହୁନାହାନ୍ତି